ଆସୁ ଯେତେ ଝଡଝଞ୍ଝା
ଆସୁ ଯାହା ବିପଦର ଭଣ୍ଡାର
ଆମେ ସବୁ ଡରିବାନି
ଆମେ ଗୋଟିଏ ପରିବାର..
ମହାମାରୀ ସମୟ ଯେ
କେହି ନୁହେଁ କାହାର
କିନ୍ତୁ କରିବା କର୍ମ ଆମ
ନ ଭାଵି ଆପଣା ଆଉ ପର..
କରୋନା ଗ୍ରାସିଛି ଆଜି
ସାରା ଧରଣୀ ଭୀତତ୍ରସ୍ତ
ତଥାପି ଡରିବାନି ଆମେ
ହେବାକୁ ଦେଵାନି ସୂର୍ଯ୍ୟାସ୍ତ..
ମିଳିମିଶି କାମ କଲେ
ଟଳିଯିଵ ବିପଦ
ସମସ୍ତେ ରହିବେ ଶାନ୍ତିରେ
ଆସିଯିବ ସଂପଦ....
